ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟାଙ୍ଗରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟାଙ୍ଗରା   ବିଶେଷଣ

ଅର୍ଥ : ଯେଉଁ ଜମି ଉର୍ବର ନୁହେଁ ବା ଯାହାର ଉର୍ବରତା ଶକ୍ତି ନଥାଏ

ଉଦାହରଣ : ରାମର କଠିନ ପରିଶ୍ରମ ଯୋଗୁଁ ଆଜି ଅନୁର୍ବର ଜମିରେ ଫସଲର ଲହଡି ଭାଙ୍ଗୁଛି

ସମକକ୍ଷ : ଅନୁର୍ବର, ଟାଁଆରା, ଟାଙ୍ଗଣ


ଅନ୍ୟ ଭାଷାରେ ଅନୁବାଦ :

जो उर्वर न हो या जिसमें उर्वरा शक्ति न हो (जमीन)।

राम के कठिन परिश्रम से आज अनउपजाऊ रेतीली ज़मीन में फसल लहरा रही है।
अनउपजाऊ, अनुर्वर, निटर

ଅର୍ଥ : ଯାହାର ମୁଣ୍ଡରେ ବାଳ ନାହିଁ ବା ନଣ୍ଡା କରାଯାଇଥିବା

ଉଦାହରଣ : ସେ ଲଣ୍ଡା ବ୍ୟକ୍ତିର ମୁଣ୍ଡକୁ ବାରମ୍ବାର ମାରୁଥିଲା

ସମକକ୍ଷ : କେଶହୀନ, ନଣ୍ଡା, ବାଳହୀନ, ଲଣ୍ଡା


ଅନ୍ୟ ଭାଷାରେ ଅନୁବାଦ :

जिसके सिर के बाल मूड़ गए हों।

वह मुंडे व्यक्ति के सर पर बार-बार मार रहा था।
केशहीन, मुंडा, मुड़ा हुआ

Having no hair or fur.

A Mexican Hairless is about the size of a fox terrier and hairless except for a tufts on the head and tail.
hairless