ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟଣାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟଣାଇବା   କ୍ରିୟାପଦ

ଅର୍ଥ : କାହାରିକୁ ଟାଣିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ଜେଜେ ପିଲାମାନଙ୍କଦ୍ୱାରା ସ୍ପ୍ରିଙ୍ଗ ଟଣାଉଛନ୍ତି

ସମକକ୍ଷ : ପ୍ରସାରିତ କରାଇବା, ବିସ୍ତାରିତ କରାଇବା


ଅନ୍ୟ ଭାଷାରେ ଅନୁବାଦ :

किसी को तानने में प्रवृत्त करना।

दादाजी बच्चों से स्प्रिंग तनवा रहे हैं।
तनवाना

Make long or longer by pulling and stretching.

Stretch the fabric.
elongate, stretch

ଅର୍ଥ : ଟାଣିବା କାମ ଅନ୍ୟଦ୍ୱାରା କରିବା

ଉଦାହରଣ : ସେ ପିଲାମାନଙ୍କଦ୍ୱାରା ଦଉଡ଼ି ଟଣାଉଛି


ଅନ୍ୟ ଭାଷାରେ ଅନୁବାଦ :

खींचने का काम दूसरे से कराना।

वह लड़कों से रस्सी खिंचवा रहा है।
खिंचवाना, खिंचाना, खिचवाना, खिचाना