ଅର୍ଥ : ଯାତ୍ରା ସମୟରେ ବ୍ୟବହାରରେ ଆସୁଥିବା ଥଳି
ଉଦାହରଣ :
ଯାତ୍ରୀଥଳିରେ ଯାତ୍ରା ସମ୍ବନ୍ଧୀୟ ଜିନିଷ ରଖିଦିଅ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଛ ବା ଛାତଆଦିରେ ଝୁଲା ହୋଇଥିବା ଯେଉଁ ଦଉଡ଼ିରେ କାଠପଟାଆଦି ବନ୍ଧା ହୋଇଥାଏ ଏବଂ ଏହା ଉପରେ ବସି ଲୋକେ ଝୁଲନ୍ତି
ଉଦାହରଣ :
ସେ ନିଜ ବଗିଚାରେ ଝୁଲଣା ଲଗାଉଛି
ଅନ୍ୟ ଭାଷାରେ ଅନୁବାଦ :
Mechanical device used as a plaything to support someone swinging back and forth.
swing