ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛତା ଭଳି ଯାହାର ଶାଖା ମେଲି ହୋଇଥାଏ
ଉଦାହରଣ : ଖିରକୋଳି ଗୋଟିଏ ଝଙ୍କାଳିଆ ଗଛ
ସମକକ୍ଷ : ଛତାଳିଆ, ଝଙ୍କାଳିଆ, ଝାମ୍ପୁଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसकी शाखाएँ छाते के समान फैली हुई हों।
ଅର୍ଥ : ଲମ୍ବା ଓ ବିକ୍ଷିପ୍ତ ହୋଇଥିବା(କେଶ)
ଉଦାହରଣ : ଶ୍ୟାମାର କେଶ ଝାମ୍ପୁରା
लंबा और बिखरा हुआ (बाल)।
ସଂସ୍ଥାପନ କରନ୍ତୁ