ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୟଂତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୟଂତୀ   ବିଶେଷ୍ୟ

ଅର୍ଥ : ଦେବାଧିପତି ଇନ୍ଦ୍ରଙ୍କ ଝିଅ

ଉଦାହରଣ : ଜୟନ୍ତ ଓ ଜୟନ୍ତୀ ଭାଇ-ଭଉଣୀ ଥିଲେ

ସମକକ୍ଷ : ଜୟନ୍ତୀ


ଅନ୍ୟ ଭାଷାରେ ଅନୁବାଦ :

देवाधिपति इन्द्र की पुत्री।

जयंती और जयंत भाई-बहन थे।
जयंती, जयनी, जयन्ती, शरणी

An imaginary being of myth or fable.

mythical being

ଅର୍ଥ : ଉତ୍ସବ ରୂପରେ ପାଳନ କରାଯାଉଥିବା କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମଦିନ

ଉଦାହରଣ : ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ଦୁଇ ତାରିଖରେ ପାଳନ କରାଯାଏ

ସମକକ୍ଷ : ଜନ୍ମୋତ୍ସବ, ଜୟନ୍ତୀ


ଅନ୍ୟ ଭାଷାରେ ଅନୁବାଦ :

किसी प्रसिद्ध व्यक्ति के जन्म लेने का दिन जो प्रायः उत्सव के रूप में मनाया जाता है।

दो अक्टूबर को महात्मा गाँधी की जयंती मनायी जाती है।
जन्मोत्सव, जयंती, जयन्ती