ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଳୁଥିବା ବା କୁହୁଳୁଥିବା କାଠ
ଉଦାହରଣ : ନିର୍ମଳା ସାବତ ପୁଅକୁ ଜଳନ୍ତା କାଠରେ ଚେଙ୍କି ଦେଇଥିଲା
ସମକକ୍ଷ : ଜଳନ୍ତା କାଠ, ଡାଙ୍ଗୁଣା
ଅନ୍ୟ ଭାଷାରେ ଅନୁବାଦ :हिन्दी English
जलती या सुलगती हुई लकड़ी।
A piece of wood that has been burned or is burning.
ସଂସ୍ଥାପନ କରନ୍ତୁ