ଅର୍ଥ : ଜ୍ୟେଷ୍ଠ ହେବାର ଅବସ୍ଥା
ଉଦାହରଣ :
ଭାଈ ତାଙ୍କର ଜ୍ୟେଷ୍ଠତ୍ୱର ଭରପୂର ଲାଭ ଉଠାଉଛନ୍ତି
ସମକକ୍ଷ : ଜ୍ୟେଷ୍ଠତା
ଅନ୍ୟ ଭାଷାରେ ଅନୁବାଦ :
Higher rank than that of others especially by reason of longer service.
higher rank, higher status, senior status, seniorityଅର୍ଥ : ପଦ ମର୍ଯ୍ୟାଦା ଆଦିରେ କାହାଠାରୁ ବଡ଼ ହେବାର ଅବସ୍ଥା
ଉଦାହରଣ :
ଏଠାରେ ଜ୍ୟେଷ୍ଠତାକୁ ଆଧାର କରି ଆବାସ ସ୍ଥାନ ଗୁଡ଼ିକ ବଣ୍ଟାଯାଏ
ସମକକ୍ଷ : ଜ୍ୟେଷ୍ଠତା
ଅନ୍ୟ ଭାଷାରେ ଅନୁବାଦ :
पद, मर्यादा, आदि में किसी से बड़े होने की अवस्था, क्रिया या भाव।
यहाँ ज्येष्ठता के आधार पर ही निवास स्थानों का आबंटन होता है।Higher rank than that of others especially by reason of longer service.
higher rank, higher status, senior status, seniority