ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜ୍ୟାମିତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜ୍ୟାମିତି   ବିଶେଷ୍ୟ

ଅର୍ଥ : ଗଣିତଶାସ୍ତ୍ରର ସେହି ଅଙ୍ଗ ଯେଉଁଥିରେ ବସ୍ତୁର ମାପଚୁପ୍‌, ରେଖା, କୋଣ, ତଳଆଦିର ବିବେଚନ କରାଯାଇଥାଏ

ଉଦାହରଣ : ଏ ବର୍ଷ ଜ୍ୟାମିତିର ପ୍ରଶ୍ନ ପତ୍ର ବହୁତ ଜଟିଳ ଥିଲା

ସମକକ୍ଷ : ରେଖା ଗଣିତ


ଅନ୍ୟ ଭାଷାରେ ଅନୁବାଦ :

गणितशास्त्र का वह अंग जिसमें पिंडों की नाप-जोख, रेखा, कोण, तल आदि का विवेचन होता है।

इस साल ज्यामिती का प्रश्नपत्र बहुत ही कठिन था।
क्षेत्रमिती, ज्यामिती, भूमिती, रेखागणित

The pure mathematics of points and lines and curves and surfaces.

geometry