ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିଦ୍ୟାର ଅଭାବ
ଉଦାହରଣ : ଆପଣ ବିଦ୍ୟା ହାସଲ କରି ନିଜର ଅବିଦ୍ୟାକୁ ଦୂର କରିପାରିବେ
ସମକକ୍ଷ : ଅଜ୍ଞାତା, ଅଜ୍ଞାନତା, ଅବିଦ୍ୟା
ଅନ୍ୟ ଭାଷାରେ ଅନୁବାଦ :हिन्दी English
विद्या का अभाव।
The lack of knowledge or education.
ଅର୍ଥ : ଜ୍ଞାନ ନହେବାର ଅବସ୍ଥା ବା ଭାବ
ଉଦାହରଣ : ପ୍ରକୃତ ଗୁରୁ ହିଁ ଅଜ୍ଞାନତାକୁ ଦୂରକରି ବ୍ୟକ୍ତି ଜୀବନରେ ଜ୍ଞାନରୂପୀ ଆଲୋକ ଭରିଦିଏ
ସମକକ୍ଷ : ଅଜ୍ଞାନତା
ज्ञान न होने की अवस्था या भाव।
ସଂସ୍ଥାପନ କରନ୍ତୁ