ଅର୍ଥ : ନିଜ ଜାତି ବା ସମାଜର ଲୋକ
ଉଦାହରଣ :
ଅନ୍ୟ ଜାତିରେ ବିବାହ କରିବାହେତୁ ଜାତିଭାଇ ଶ୍ୟାମ ଘରେ ଖାଇବା ପିଇବା ବନ୍ଦ କରିଦେଲେ
ଅନ୍ୟ ଭାଷାରେ ଅନୁବାଦ :
जाति या समाज के लोग।
दूसरी जाति में शादी करने के कारण भाई-बिरादरी ने श्याम के यहाँ खाना-पीना बंद कर दिया।