ଅର୍ଥ : ତେଜରେ ଭରାହୋଇଥିବା ବା ତେଜପୂର୍ଣ୍ଣ
ଉଦାହରଣ :
ଏହି କୋଠରୀ ଆଲୋକମୟ
ସମକକ୍ଷ : ଆଲୋକପୂର୍ଣ୍ଣ, ଆଲୋକମୟ, ଆଲୋକିତ, ଉଜ୍ୱଳ, ତେଜପୂର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :
प्रकाश से भरा हुआ या प्रकाश से पूर्ण।
यह कमरा प्रकाशयुक्त है।Having lots of light either natural or artificial.
The room was bright and airy.