ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୈନଧର୍ମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୈନଧର୍ମ   ବିଶେଷ୍ୟ

ଅର୍ଥ : ଭାରତର ଏକ ନାସ୍ତିକବାଦୀ ଧର୍ମ ସଂପ୍ରଦାୟ ଯେଉଁଥିରେ ଅହିଂସା ପରମ ଧର୍ମ ବୋଲି ଗ୍ରହଣ କରାଯାଏ

ଉଦାହରଣ : ଜୈନଧର୍ମ ଦିଗମ୍ବର ଏବଂ ଶ୍ୱେତାମ୍ବର ଏହି ଦୁଇ ଭାଗରେ ବିଭକ୍ତ

ସମକକ୍ଷ : ଜୈନ, ଜୈନ ସଂପ୍ରଦାୟ


ଅନ୍ୟ ଭାଷାରେ ଅନୁବାଦ :

भारत का एक अनिश्वरवादी धर्म जिसमें अहिंसा को परम धर्म माना जाता है।

जैन धर्म दिगम्बर और श्वेताम्बर दो भागों में विभक्त है।
जैन, जैन धर्म