ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୈନ ସଂପ୍ରଦାୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୈନ ସଂପ୍ରଦାୟ   ବିଶେଷ୍ୟ

ଅର୍ଥ : ଭାରତର ଏକ ନାସ୍ତିକବାଦୀ ଧର୍ମ ସଂପ୍ରଦାୟ ଯେଉଁଥିରେ ଅହିଂସା ପରମ ଧର୍ମ ବୋଲି ଗ୍ରହଣ କରାଯାଏ

ଉଦାହରଣ : ଜୈନଧର୍ମ ଦିଗମ୍ବର ଏବଂ ଶ୍ୱେତାମ୍ବର ଏହି ଦୁଇ ଭାଗରେ ବିଭକ୍ତ

ସମକକ୍ଷ : ଜୈନ, ଜୈନଧର୍ମ


ଅନ୍ୟ ଭାଷାରେ ଅନୁବାଦ :

भारत का एक अनिश्वरवादी धर्म जिसमें अहिंसा को परम धर्म माना जाता है।

जैन धर्म दिगम्बर और श्वेताम्बर दो भागों में विभक्त है।
जैन, जैन धर्म