ଅର୍ଥ : ଏକ ବିଶେଷ ଯନ୍ତ୍ରଦ୍ୱାରା ବାହାର କରାଯାଇଥିବା କୌଣସି ଲେଖା ବା ଛପା ହୋଇଥିବା କାଗଜ ଆଦିର ନକଲ ଯାହା ମୂଳ ନକଲର ସମାନ ହୁଏ
ଉଦାହରଣ :
ମୋତେ ଏହି ପ୍ରମାଣ ପତ୍ରର ଜେରକ୍ସ ବାହାରକରିବାକୁ ଅଛି
ସମକକ୍ଷ : ଜେରକ୍ସ
ଅନ୍ୟ ଭାଷାରେ ଅନୁବାଦ :
एक विशेष यंत्र द्वारा निकाली गई किसी लिखे या छपे हुए कागज आदि की प्रति जो मूल प्रति के समान होती है।
मुझे इस प्रमाण-पत्र का जेराक्स निकलवाना है।