ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୁଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୁଡ଼ା   ବିଶେଷ୍ୟ

ଅର୍ଥ : ମୁଣ୍ଡର ବାଳକୁ ଲେଉଟାଇ ତାଦ୍ୱାରା ବନ୍ଧାଯାଉଥିବା ଗଣ୍ଠି

ଉଦାହରଣ : ସ୍ତ୍ରୀଲୋକେ ଜୁଡ଼ାରେ ଗଜରା ଲଗାନ୍ତି

ସମକକ୍ଷ : ଖୋଷା


ଅନ୍ୟ ଭାଷାରେ ଅନୁବାଦ :

सिर के बालों को लपेटकर उनकी बाँधी हुई गाँठ।

औरतें जूड़े में गजरा लगाती हैं।
खोंपा, खोपा, जूड़ा