ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୀବନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୀବନୀ   ବିଶେଷ୍ୟ

ଅର୍ଥ : କାହାର ଜୀବନ ସଂବନ୍ଧିତ ସବୁ କଥାଗୁଡ଼ିକର ବର୍ଣ୍ଣନ

ଉଦାହରଣ : ସେ ନିଜ ଜୀବନୀ ଲେଖୁଛନ୍ତି ଡ଼

ସମକକ୍ଷ : ଜୀବନ କଥା, ଜୀବନ ଚରିତ୍ର, ଜୀବନ ବୃତ୍ତ, ଜୀବନ ବୃତ୍ତାନ୍ତ

ଅନ୍ୟ ଭାଷାରେ ଅନୁବାଦ :

किसी के जीवन से संबंधित सारी बातों आदि का वर्णन।

वह अपनी जीवनी लिख रही है।
जीवन कथा, जीवन चरित, जीवन चरित्र, जीवन वृत्त, जीवन-चरित, जीवन-चरित्र, जीवनकथा, जीवनवृत्तांत, जीवनी

An account of the series of events making up a person's life.

biography, life, life history, life story

ଅର୍ଥ : ଯେଉଁ ପୁସ୍ତକରେ କୌଣସି ବ୍ୟକ୍ତିଙ୍କର ଜୀବନସାରା ଘଟିଥିବା ଘଟଣା ବର୍ଣ୍ଣିତ ଥାଏ

ଉଦାହରଣ : ଶ୍ୟାମ ପୁସ୍ତକାଳୟରେ ବସି ମହାପୁରୁଷଙ୍କ ଜୀବନୀ ପଢ଼ୁଛି

ସମକକ୍ଷ : ଜୀବନ କଥା, ଜୀବନ ଚରିତ, ଜୀବନ ବୃତ୍ତାନ୍ତ

ଅନ୍ୟ ଭାଷାରେ ଅନୁବାଦ :

वह पुस्तक जिसमें किसी के जीवनभर का वृतांत हो।

श्याम पुस्तकालय में बैठकर बड़े-बड़े महापुरुषों की जीवनियाँ पढ़ रहा है।