ଅର୍ଥ : ଜଣକୁ କିଛି ଦାୟିତ୍ୱ ଦେବା ବା କାହା ଜିମାରେ ରଖିବା
ଉଦାହରଣ :
ମୁଁ ଏହି କାମ ଆପଣଙ୍କ ଜିମା ଦେଲିମୁଁ ଏହି କାମ ଆପଣଙ୍କ ଉପରେ ଛାଡ଼ିଲି
ସମକକ୍ଷ : ଛାଡ଼ିବା, ଦାୟିତ୍ୱ ଦେବା
ଅନ୍ୟ ଭାଷାରେ ଅନୁବାଦ :
जिम्मेदारी देना या किसी के जिम्मे करना।
मैं यह काम आपको सौंपता हूँ।