ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜିଜ୍ଞାସୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜିଜ୍ଞାସୁ   ବିଶେଷ୍ୟ

ଅର୍ଥ : ଯେ ଜିଜ୍ଞାସା କରନ୍ତି ବା ଜାଣିବାକୁ ଇଚ୍ଛା କରନ୍ତି

ଉଦାହରଣ : ସତ୍‌ସଙ୍ଗରେ ସନ୍ଥମହାଶୟ ଅତ୍ୟନ୍ତ ତନ୍ମୟ ହୋଇ ଜିଜ୍ଞାସୁମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ


ଅନ୍ୟ ଭାଷାରେ ଅନୁବାଦ :

वह जो जिज्ञासा करता हो या जानने की इच्छा रखता हो।

सत्संग में संतजी जिज्ञासुओं के प्रश्नों का उत्तर बड़ी तन्मयता के साथ दे रहे थे।
जिज्ञासु

ଜିଜ୍ଞାସୁ   ବିଶେଷଣ

ଅର୍ଥ : ଯେ ଜିଜ୍ଞାସା କରେ ବା ଯାହାର ଜାଣିବାର ଇଚ୍ଛା ଥାଏ

ଉଦାହରଣ : ଗୁରୁଜୀ ଆନନ୍ଦିତ ହୋଇ ଜିଜ୍ଞାସୁ ଶିଷ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ

ସମକକ୍ଷ : ଉତ୍ସୁକ


ଅନ୍ୟ ଭାଷାରେ ଅନୁବାଦ :

जो जिज्ञासा करता हो या जानने की इच्छा रखता हो।

गुरुजी हर्षित होकर जिज्ञासु शिष्यों के प्रश्नों का उत्तर दे रहे थे।
आतुर, उत्सुक, जिज्ञासु, प्रवण