ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାମାଇକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାମାଇକା   ବିଶେଷ୍ୟ

ଅର୍ଥ : ଗୋଟିଏ ଦ୍ୱୀପ

ଉଦାହରଣ : ଜାମାଇକା କ୍ୟାରିବିୟାନ୍ ସାଗରରେ ଅଛି୤


ଅନ୍ୟ ଭାଷାରେ ଅନୁବାଦ :

कैरीबियन सागर पर स्थित एक द्वीप।

जमैका देश जमैका द्वीप पर बसा हुआ है।
जमैका, जमैका द्वीप

ଅର୍ଥ : ଜାମାଇକା ଦ୍ୱୀପରେ ଥିବା ଦେଶ

ଉଦାହରଣ : ଜାମାଇକାର ରାଜଧାନୀ ହେଉଛି କିଙ୍ଗଷ୍ଟନ୍୤


ଅନ୍ୟ ଭାଷାରେ ଅନୁବାଦ :

जमैका द्वीप पर बसा हुआ एक देश।

जमैका की राजधानी किंगस्टन है तथा इसका क्षेत्रफल ग्यारह हज़ार एक सौ वर्ग किलोमीटर है।
जमैका, जमैका देश

ଜାମାଇକା   ବିଶେଷଣ

ଅର୍ଥ : ଜାମାଇକା ସହ ସମ୍ବନ୍ଧିତ ବା ଜାମାଇକାର

ଉଦାହରଣ : ଜାମାଇକା ଜଙ୍ଗଲ ଦ୍ରୁତଗତିରେ କ୍ଷୟ ହେଉଛି୤

ସମକକ୍ଷ : ଜାମାଇକାନ୍


ଅନ୍ୟ ଭାଷାରେ ଅନୁବାଦ :

जमैका से संबंधित या जमैका का।

जमैकाई जंगल शीघ्रता से उजड़ रहे हैं।
जमैकन, जमैकाई

Of or relating to Jamaica (the island or the country) or to its inhabitants.

Jamaican rum.
The Jamaican Prime Minister.
jamaican