ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାଭା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାଭା   ବିଶେଷ୍ୟ

ଅର୍ଥ : ଇଣ୍ଡୋନେସିଆର ଏକ ଦ୍ୱୀପ

ଉଦାହରଣ : ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଜାଭାରେ ଅବସ୍ଥିତ

ସମକକ୍ଷ : ଜାଭା ଦ୍ୱୀପ


ଅନ୍ୟ ଭାଷାରେ ଅନୁବାଦ :

इंडोनेशिया का एक द्वीप।

इंडोनेशिया की राजधानी जकार्ता जावा में स्थित है।
जावा, जावा द्वीप

ଅର୍ଥ : କଂପ୍ୟୁଟରରେ ସଫ୍ଟୱେଅର ପ୍ରୋଗ୍ରାମ ଲେଖିବାପାଇଁ ଏକ କୃତ୍ରିମ ଭାଷା

ଉଦାହରଣ : ଆମକୁ ଅଫିସରେ ଜାଭା ଶିଖାହେଉଛି


ଅନ୍ୟ ଭାଷାରେ ଅନୁବାଦ :

कम्प्यूटर में सॉफ्ट-वेयर प्रोग्राम लिखने की एक कृत्रिम भाषा।

हमें कार्यालय में जावा सिखाई जाती है।
जावा

ଜାଭା   ବିଶେଷଣ

ଅର୍ଥ : ଜାଭା ଭାଷା ସହିତ ସଂବନ୍ଧିତ ବା ଜାଭା ଭାଷାର

ଉଦାହରଣ : ଶଙ୍କର ଜାଭା ସାହିତ୍ୟରେ ପିଏଚ. ଡି. କରିଛି

ଅର୍ଥ : ଜାଭା ଦ୍ୱୀପର ବା ଜାଭା ଦ୍ୱୀପ ସହିତ ସଂବନ୍ଧିତ

ଉଦାହରଣ : ଜାଭା ମନ୍ଦିରର ବାହାରେ ଦର୍ଶକମାନଙ୍କର ଭିଡ଼ ଲାଗିଛି


ଅନ୍ୟ ଭାଷାରେ ଅନୁବାଦ :

जावा द्वीप का या वहाँ के निवासी, भाषा, संस्कृति इत्यादि से संबंधित।

जावाई मंदिर के बाहर दर्शकों की भीड़ लगी है।
शंकर ने जावाई साहित्य में पी
जावाई