ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜାତିର ଭାବନା
ଉଦାହରଣ : ଆମର ଦେଶରେ ଜାତିଆଣକୁ ଆଧାରକରି ଭେଦଭାବ କେତେଦିନଧରି ଚାଳିବ
ସମକକ୍ଷ : ଜାତିପ୍ରଥା
ଅନ୍ୟ ଭାଷାରେ ଅନୁବାଦ :हिन्दी English
जाति का भाव।
An ethnic quality or affiliation resulting from racial or cultural ties.
ଅର୍ଥ : ଯାହା ଜାତି ସମ୍ବନ୍ଧି
ଉଦାହରଣ : ଏହା ମୋର ଜାତିଆଣ ମାମଲା, ଆପଣ ଏଥିରେ ମୁଣ୍ଡ ପୁରାନ୍ତୁ ନାହିଁ
जो जाति संबंधी हो।
Of or related to genetically distinguished groups of people.
ସଂସ୍ଥାପନ କରନ୍ତୁ