ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜାଇଫଳ ଉପରେ ଥିବା ସୁଗନ୍ଧିତ ଚୋପା
ଉଦାହରଣ : ଖାଦ୍ୟ ମସଲା, ଔଷଧ ଆଦିରେ ଜାଇତ୍ରୀର ବ୍ୟବହାର ହୁଏ
ସମକକ୍ଷ : ଜାଇପତ୍ରୀ, ମାଳତୀପତ୍ରିକା
ଅନ୍ୟ ଭାଷାରେ ଅନୁବାଦ :हिन्दी English
जायफल के ऊपर का सुगंधित छिलका।
Spice made from the dried fleshy covering of the nutmeg seed.
ସଂସ୍ଥାପନ କରନ୍ତୁ