ଅର୍ଥ : ଯେ ରତ୍ନଗୁଡ଼ିକୁ ଭଲଭାବରେ ପରୀକ୍ଷା କରିପାରନ୍ତି
ଉଦାହରଣ :
ଜଣେ କୁଶଳ ଜହୁରୀ ରତ୍ନକୁ ହାତରେ ନେଇ ତାହା ଅସଲି ବା ନକଲି ଜାଣିପାରିଥାଏ
ସମକକ୍ଷ : ରତ୍ନ ପରୀକ୍ଷକ
ଅନ୍ୟ ଭାଷାରେ ଅନୁବାଦ :
वह जिसे रत्नों की अच्छी परख हो।
एक कुशल जौहरी रत्नों को हाथ में लेकर ही उनके असली और नकली होने की पहचान कर लेता है।ଅର୍ଥ : କୌଣସି ବସ୍ତୁ ଆଦିର ଗୁଣ, ଦୋଷ ଚିହ୍ନଟ କରୁଥିବା ଲୋକ
ଉଦାହରଣ :
ଆମ ଗୁରୁଜୀ ଜଣେ କୁଶଳ ଜହୁରୀ, ସେ କୌଣସି ଲୋକର ହାବଭାବରୁ ତାର ମହତ୍ତ୍ୱକୁ ମାପି ନିଅନ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी वस्तु आदि के गुण-दोष की पहचान करनेवाला व्यक्ति।
हमारे गुरुजी एक कुशल जौहरी हैं,वे किसी व्यक्ति के हाव-भाव से ही उसके महत्व को आँक लेते हैं।