ଅର୍ଥ : ସମୁଦ୍ରରେ ରହି ଜାହାଜ ଏବଂ ସମୁଦ୍ରଯାତ୍ରୀମାନଙ୍କୁ ଲୁଟୁଥିବା ଡାକୁ
ଉଦାହରଣ :
ନୌ-ସୈନିକମାନେ କିଛି ଜଳଦସ୍ୟୁଙ୍କୁ ଧରିଛନ୍ତି
ସମକକ୍ଷ : ନୌଦସ୍ୟୁ, ସମୁଦ୍ର ଡାକୁ
ଅନ୍ୟ ଭାଷାରେ ଅନୁବାଦ :
समुद्र में रहकर जहाजों और समुद्री यात्रियों को लूटनेवाला डाकू।
नौ सैनिकों ने कुछ जलदस्युओं को पकड़ा है।Someone who robs at sea or plunders the land from the sea without having a commission from any sovereign nation.
buccaneer, pirate, sea robber, sea rover