ଅର୍ଥ : ଯାହା ଭଙ୍ଗାରୁଜା ଅବସ୍ଥାରେ ଥାଏ
ଉଦାହରଣ :
ଏହି ଜୀର୍ଣ୍ଣ ଐତିହାସିକ ଅଟ୍ଟାଳିକାର ମରାମତି ହେବା ଆବଶ୍ୟକ
ସମକକ୍ଷ : ଜୀର୍ଣ୍ଣ, ଜୀର୍ଣ୍ଣଶୀର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :
टूटा-फूटा हुआ।
इस जीर्ण ऐतिहासिक इमारत की मरम्मत करना आवश्यक है।In deplorable condition.
A street of bedraggled tenements.ଅର୍ଥ : ଯାହା ପୁରୁଣା ହୋଇଯିବା କାରଣରୁ କାମରେ ଲାଗେନାହିଁ
ଉଦାହରଣ :
ଆମେ ପୁରୁଣା ଲୁଗାକୁ ତ୍ୟାଗକରି ନୂଆ ଲୁଗା ପିନ୍ଧିଲା ପରି ଆତ୍ମା ଜୀର୍ଣ୍ଣ ଶରୀର ତ୍ୟାଗକରି ନୂତନ ଶରୀର ଧାରଣ କରେ
ସମକକ୍ଷ : ଜୀର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :