ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜପକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜପକାରୀ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ଜପ କରେ

ଉଦାହରଣ : କେତେକ ଜପକାରୀ ମନ୍ଦିରରେ ବସି ଜପ କରୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

जपनेवाला या जप करनेवाला व्यक्ति।

कई जपी मंदिर में बैठकर जप कर रहे हैं।
जपिया, जपी, जापी

ଜପକାରୀ   ବିଶେଷଣ

ଅର୍ଥ : ଜପାଳି ବା ଜପ କରୁଥିବା ବ୍ୟକ୍ତି

ଉଦାହରଣ : ଜପି ମହାତ୍ମା ଆଖି ବନ୍ଦକରି ମନରେ କୌଣସି ମନ୍ତ୍ର ଜପ କରୁଛନ୍ତି

ସମକକ୍ଷ : ଜପାଳି, ଜପି


ଅନ୍ୟ ଭାଷାରେ ଅନୁବାଦ :

जपनेवाला या जप करनेवाला।

जपी महात्मा आँख बंद करके मन में किसी मंत्र का जाप कर रहे हैं।
जपिया, जपी, जापी