ଅର୍ଥ : କ୍ରାନ୍ତିବୃତ୍ତ ଭିତରେ ଆସୁଥିବା ତାରକାପୁଞ୍ଜର ପ୍ରତ୍ୟେକଟି ହେଲେ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ଏବଂ ମୀନ
ଉଦାହରଣ :
ମୋର କନ୍ୟା ରାଶି
ସମକକ୍ଷ : ରାଶି
ଅନ୍ୟ ଭାଷାରେ ଅନୁବାଦ :
(astrology) one of 12 equal areas into which the zodiac is divided.
house, mansion, planetary house, sign, sign of the zodiac, star sign