ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଟା   ବିଶେଷ୍ୟ

ଅର୍ଥ : ଜଟା ରୂପରେ ଗୁନ୍ଥି ହୋଇଥିବା ମୁଣ୍ଡର ବହୁତ ବଡ଼-ବଡ଼ ବାଳ

ଉଦାହରଣ : ଗଙ୍ଗା ଶିବଙ୍କ ଜଟାରେ ଜଡ଼ିତ ହୋଇ ରହିଗଲେ

ସମକକ୍ଷ : ଜଟ


ଅନ୍ୟ ଭାଷାରେ ଅନୁବାଦ :

लट के रूप में गुँथे हुए सिर के बहुत बड़े-बड़े बाल।

गंगाजी के तट पर बैठे साधु की जटाएँ बहुत लंबी थीं।
जट, जटा, जटाजूट, जटि, सटा

A hairdo formed by braiding or twisting the hair.

braid, plait, tress, twist

ଅର୍ଥ : ଗଛର ମୂଳରୁ ବାହାରୁଥିବା ପତଳା ସୂତାଚେର

ଉଦାହରଣ : ଗାଁରେ ଜାଳେଣୀ ରୂପେ ଚେରମୂଳର ବ୍ୟବହାର କରାଯାଏ

ସମକକ୍ଷ : ଚେରମୂଳ, ଜଟ


ଅନ୍ୟ ଭାଷାରେ ଅନୁବାଦ :

वृक्षों की जड़ से निकले पतले सूत।

गाँवों में जटा का उपयोग ईंधन के रूप में किया जाता है।
जट, जटा

ଅର୍ଥ : ଏକ ପାହାଡ଼ିଆ ଗଛ

ଉଦାହରଣ : ବାଇଡ଼ଙ୍କ ପତ୍ରରେ ବିଷାକ୍ତ ଆଁଶୁ ଥାଏ

ସମକକ୍ଷ : ଅଜରା, ଅବ୍ୟଙ୍ଗା, କଣ୍ଡୂରା, ବାଇଡ଼ଙ୍କ, ଲାଙ୍ଗଳୀ, ସଦ୍ୟଶୋଥ


ଅନ୍ୟ ଭାଷାରେ ଅନୁବାଦ :

एक पहाड़ी पौधा।

अगिया के पत्तों में जहरीले रोएँ होते हैं।
अगिया