ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଟା ରୂପରେ ଗୁନ୍ଥି ହୋଇଥିବା ମୁଣ୍ଡର ବହୁତ ବଡ଼-ବଡ଼ ବାଳ
ଉଦାହରଣ : ଗଙ୍ଗା ଶିବଙ୍କ ଜଟାରେ ଜଡ଼ିତ ହୋଇ ରହିଗଲେ
ସମକକ୍ଷ : ଜଟା
ଅନ୍ୟ ଭାଷାରେ ଅନୁବାଦ :हिन्दी English
लट के रूप में गुँथे हुए सिर के बहुत बड़े-बड़े बाल।
A hairdo formed by braiding or twisting the hair.
ଅର୍ଥ : ଗଛର ମୂଳରୁ ବାହାରୁଥିବା ପତଳା ସୂତାଚେର
ଉଦାହରଣ : ଗାଁରେ ଜାଳେଣୀ ରୂପେ ଚେରମୂଳର ବ୍ୟବହାର କରାଯାଏ
ସମକକ୍ଷ : ଚେରମୂଳ, ଜଟା
ଅନ୍ୟ ଭାଷାରେ ଅନୁବାଦ :हिन्दी
वृक्षों की जड़ से निकले पतले सूत।
ସଂସ୍ଥାପନ କରନ୍ତୁ