ଅର୍ଥ : ଶୋଇଥିବା ଲୋକକୁ ଉଠେଇବାପାଇଁ ପ୍ରବୃତ୍ତ କରାଇବା
ଉଦାହରଣ :
ମା ପ୍ରତିଦିନ ସକାଳୁ ରାହୁଳକୁ ଉଠାନ୍ତି
ସମକକ୍ଷ : ଉଠେଇବା, ଜାଗ୍ରତକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନ୍ୟ କାହାଦ୍ୱାରା ଜଗାଇବା କାମ କରାଇବା
ଉଦାହରଣ :
ମାଆ ଭାଉଜଦ୍ୱାରା ଭାଇକୁ ଜଗାଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :