ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛଡ଼   ବିଶେଷ୍ୟ

ଅର୍ଥ : ଲୁହାଆଦିର ପତଳା ଛଡ଼

ଉଦାହରଣ : ସେ ଲୁହାଛଡ଼କୁ ହାତରେ ବଙ୍କା କରିଦେଲା

ସମକକ୍ଷ : ଲୁହାଛଡ଼, ଶଳାକା


ଅନ୍ୟ ଭାଷାରେ ଅନୁବାଦ :

लोहे आदि की पतली छड़।

उसने सरिये को हाथ से टेढ़ा कर दिया।
छड़ी, शलाका, सरिया, सलाई, सलाख, सलाख़, सलाख़ा, सलाखा

A long thin implement made of metal or wood.

rod

ଅର୍ଥ : ଧାତୁର ଏକ ଲମ୍ବା ଓ ଛୋଟ ମୋଟା ଗୋଲାକାର ଖଣ୍ଡ

ଉଦାହରଣ : ଏଠାରେ ରଖାଯାଇଥିବା ଛଡ଼ରେ ଜଙ୍କ୍‌ ଲାଗିଯାଇଛି

ସମକକ୍ଷ : ରଡ଼


ଅନ୍ୟ ଭାଷାରେ ଅନୁବାଦ :

धातु का लंबा और गोलनुमा थोड़ा मोटा टुकड़ा।

यहाँ रखी छड़ में जंग लग गई है।
छड़, सरिया

A long thin implement made of metal or wood.

rod

ଅର୍ଥ : ତୁଳା ଭିଣିବା ନଟେଇରେ ଲାଗିଥିବା ଲୁହାଛଡ଼

ଉଦାହରଣ : ଏହି ନଟେଇର ଛଡ଼ କମଜୋର


ଅନ୍ୟ ଭାଷାରେ ଅନୁବାଦ :

रुई ओटने की चरखी में लगी हुई लोहे की छड़।

इस चरखी का गुल्ला कमजोर है।
गुल्ला