ଅର୍ଥ : କୌଣସି କାମ କରାଇବା ପାଇଁ ଅନୁଚିତ ଉପାୟରେ କମ୍ ମାତ୍ରାରେ ଦିଆ ଯାଉଥିବା ବା ନିଆ ଯାଉଥିବା ଦ୍ରବ୍ୟ ଆଦି
ଉଦାହରଣ :
ସେ ଏହି କାମ ପାଇଁ ମୋତେ ଛୋଟକାଟିଆ ଲାଞ୍ଚ ଦେବାକୁ ଉଦ୍ୟମ କଲା
ଅନ୍ୟ ଭାଷାରେ ଅନୁବାଦ :
कोई कार्य अपने अनुकूल कराने के लिए अनुचित रीति से कम मात्रा में दिया जाने वाला या लिया जाने वाला द्रव्य आदि।
उसने मुझे इस काम के लिए छोटी रिश्वत देने की कोशिश की।