ଅର୍ଥ : କୌଣସି ବସ୍ତୁ ସହିତ ନିଜର କୌଣସି ଅଙ୍ଗ ଲଗାଇବା
ଉଦାହରଣ :
ଶ୍ୟାମ ପ୍ରତିଦିନ ନିଜର ବାପାମାଙ୍କର ଚରଣ ଛୁଏଁ
ସମକକ୍ଷ : ସ୍ପର୍ଶ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु से अपना कोई अंग सटाना या लगाना।
श्याम प्रतिदिन अपने माता-पिता के चरण छूता है।Make physical contact with, come in contact with.
Touch the stone for good luck.