ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛିଟିକାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ : କୃଷକ ଖେତରେ ଔଷଧ ଛିଞ୍ଚାଉଛି
ସମକକ୍ଷ : ଛିଞ୍ଚାଇବା, ଛିଟିକାଇବା, ଛିଟିକେଇବା, ଛିଡ଼ିକେଇବା, ସେଚନ କରାଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
छिड़कने का काम दूसरे से कराना।
ଅର୍ଥ : ପାଣିକୁ ଛିଟିକାଇବା
ଉଦାହରଣ : ଧୂଳି ନ ଉଡ଼ିବାପାଇଁ ମଙ୍ଗୁଳି ତାଙ୍କ ଦୁଆରମୁହଁ ଗଳିରେ ପାଣି ଛିଞ୍ଚୁଛି
ସମକକ୍ଷ : ଛିଞ୍ଚିବା, ଛିଟିକାଇବା, ସିଞ୍ଚିବା, ସେଚନକରିବା
पानी का छिड़काव करना।
ସଂସ୍ଥାପନ କରନ୍ତୁ