ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାଡ଼ପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାଡ଼ପତ୍ର   କ୍ରିୟାପଦ

ଅର୍ଥ : ବିଧି କିମ୍ବା ନିୟମ ଅନୁସାରେ ସ୍ୱାମୀ ବା ସ୍ତ୍ରୀ ଜଣେ ଅନ୍ୟଜଣଙ୍କଠାରୁ ସଂପର୍କ ବିଚ୍ଛେଦ କରିନେବା

ଉଦାହରଣ : ସେ ଦ୍ୱିତୀୟ ବାହାଘର କରିବାପାଇଁ ନିଜର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ

ସମକକ୍ଷ : ବିବାହ ବିଚ୍ଛେଦ କରିବା


ଅନ୍ୟ ଭାଷାରେ ଅନୁବାଦ :

विधि या नियम के अनुसार पति या पत्नी द्वारा एक दूसरे से संबंध-विच्छेद कर लेना।

उसने दूसरी शादी रचाने के लिए अपनी पहली पत्नी को तलाक़ दिया।
तलाक़ देना, विवाह विच्छेद करना