ଅର୍ଥ : କାଳି ଆଦିର ସହାୟତାରେ ଗୋଟିଏ ବସ୍ତୁକୁ ଅନ୍ୟ ଏକ ବସ୍ତୁ ଉପରେ ଚାପି ତାର ଆକୃତି ଆଣିବା
ଉଦାହରଣ :
ନିର୍ବାଚନ ପ୍ରଚାରକମାନେ ସ୍ଥାନେସ୍ଥାନେ କାନ୍ଥରେ ନିର୍ବାଚନ ଚିହ୍ନ ଛାପିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
स्याही आदि की सहायता से एक वस्तु को दूसरी वस्तु पर दबाकर उसकी आकृति उतारना।
चुनाव प्रचारकों ने जगह-जगह दीवारों पर चुनाव चिह्न छापे हैं।ଅର୍ଥ : ଛାପାକଳଦ୍ୱାରା ଅକ୍ଷର ବା ଚିତ୍ର ଅଙ୍କନ କରିବା
ଉଦାହରଣ :
ଏହି ପୁସ୍ତକକୁ ନରୁଲା ପ୍ରିଣ୍ଟର୍ସ ଛାପିଛି
ସମକକ୍ଷ : ମୁଦ୍ରଣ କରିବା
ଅନ୍ୟ ଭାଷାରେ ଅନୁବାଦ :
छापे की कल से अक्षर या चित्र अंकित करना।
इस पुस्तक को नरुला प्रिंटर्स ने छापा है।