ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୌଦାନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୌଦାନ୍ତ   ବିଶେଷ୍ୟ

ଅର୍ଥ : ଦୁଇଟି ହାତୀର ଲଢ଼ାଇ

ଉଦାହରଣ : ମେଳାରେ ଚୌଦାନ୍ତ ଦେଖିବାପାଇଁ ଭିଡ଼ ଜମାଟ ବାନ୍ଧୁଥିଲା


ଅନ୍ୟ ଭାଷାରେ ଅନୁବାଦ :

दो हाथियों की लड़ाई।

मेले में चौदाँत देखने के लिए भीड़ उमड़ पड़ी थी।
चौदाँत

ଚୌଦାନ୍ତ   ବିଶେଷଣ

ଅର୍ଥ : (ଦୁଇଟି ହାତୀ) ଯାହାଙ୍କ ଦାନ୍ତ ଲଢ଼େଇପାଇଁ ସାମନାକୁ ଆସି ପରସ୍ପର ଲାଗିଯାଇଛି

ଉଦାହରଣ : ଜଙ୍ଗଲରେ ଚୌଦାନ୍ତ ହାତୀ ପରସ୍ପରକୁ ଠେଲିବାପାଇଁ ଚେଷ୍ଟା କରୁଥିଲେ

ସମକକ୍ଷ : ଚଉଦାନ୍ତ


ଅନ୍ୟ ଭାଷାରେ ଅନୁବାଦ :

(दो हाथी) जिनके दाँत लड़ने के लिए आपस में आमने-सामने आकर मिल गये हों।

जंगल में चौदाँत हाथी एक-दूसरे को ठेलने की कोशिश कर रहे थे।
चौदाँत

Affected by or full of grief or woe.

His sorrow...made him look...haggard and...woebegone.
woebegone, woeful