ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୋରାବାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୋରାବାଟ   ବିଶେଷ୍ୟ

ଅର୍ଥ : ସମସ୍ତଙ୍କ ନଜରକୁ ନଆସି ତାହା ସଂପର୍କିତ ଲୋକଙ୍କୁ ଖବର ଜଣାଥିବା ବାଟ

ଉଦାହରଣ : ଶତ୍ରୁମାନଙ୍କଦ୍ୱାରା ଦୁର୍ଗ ଅବରୋଧ ହୋଇଥିବା ଦେଖି ରାଜା ଗୁପ୍ତ ବାଟରେ ବାହାରକୁ ବାହାରିଗଲେ

ସମକକ୍ଷ : ଗୁପ୍ତ ବାଟ, ଗୁପ୍ତମାର୍ଗ, ସୁଡ଼ଙ୍ଗ, ସୁଢ଼ଙ୍ଗ


ଅନ୍ୟ ଭାଷାରେ ଅନୁବାଦ :

वह मार्ग जो सबकी नज़र में न हो बल्कि सिर्फ उसके बारे में उससे संबंधित लोगों को ही पता हो।

किले को शत्रुओं द्वारा घिरा देखकर राजा गुप्त मार्ग से बाहर निकल गए।
ख़ुफ़िया रास्ता, खुफिया रास्ता, गुप्त मार्ग, चोर रास्ता