ଅର୍ଥ : ବଙ୍ଗଳାର ଜଣେ ପ୍ରସିଦ୍ଧ ବୈଷ୍ଣବ ମହାତ୍ମା
ଉଦାହରଣ :
ଚୈତନ୍ୟ ବୁଲିବୁଲି ପ୍ରଭୁଲୀଳାର ପ୍ରଚାର କରୁଥିଲେ
ସମକକ୍ଷ : ଚୈତନ୍ୟ ମହାପ୍ରଭୁ
ଅନ୍ୟ ଭାଷାରେ ଅନୁବାଦ :
बंगाल के एक प्रसिद्ध वैष्णव महात्मा।
चैतन्य घूम-घूमकर प्रभु लीला का वर्णन करते थे।ଅର୍ଥ : ବୋଧ କରିବାର ବୃତ୍ତି ବା ଶକ୍ତି
ଉଦାହରଣ :
ଚେତନା ହିଁ ଜୀବନର ଲକ୍ଷଣ ମୃତକର ଶରୀର ସଂଜ୍ଞା ଶୂନ୍ୟ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
बोध करने की वृत्ति या शक्ति जिसके द्वारा जीवों को अपनी आवश्यकताओं और स्थितियों के अनुसार अनेक प्रकार की अनुभूतियाँ होती हैं।
चेतना ही जीवन का लक्षण है।An alert cognitive state in which you are aware of yourself and your situation.
He lost consciousness.