ଅର୍ଥ : ଶସ୍ୟର ଚୂନା
ଉଦାହରଣ :
ପଶୁମାନଙ୍କୁ ଚୂନି, କୁଣ୍ଡା, ଭୁସିଆଦି ଗୋଳି କରି ଖାଇବାକୁ ଦିଆଯାଏ
ଅନ୍ୟ ଭାଷାରେ ଅନୁବାଦ :
Broken husks of the seeds of cereal grains that are separated from the flour by sifting.
branଅର୍ଥ : କୌଣସି ପଦାର୍ଥ ଆଦିକୁ ଭାଙ୍ଗି ବା ଖଣ୍ଡଖଣ୍ଡ କରି ତିଆରି ହେଉଥିବା ଛୋଟଛୋଟ ଖଣ୍ଡ
ଉଦାହରଣ :
ଗୋଟିଏ କପରେ ବିସ୍କୁଟ ଚୂର୍ଣ୍ଣ,ଚିନି ଏବଂ ୫୦ଗ୍ରାମ କୋକୋ ପାଉଡର ମିଶାଅଶୁଖିଲା ଘାସ ଗୁଣ୍ଡକୁ ଏକାଠି କର
ସମକକ୍ଷ : ଗୁଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
किसी पदार्थ आदि का टूट कर या तोड़कर बना हुआ छोटा छोटा टुकड़ा।
एक प्याले में बिस्किट का चूरा,शक्कर और ५० ग्राम कोको पावडर मिलाइए।Small piece of e.g. bread or cake.
crumbଅର୍ଥ : ଚୂର୍ଣ୍ଣ କରିବାର କାମ
ଉଦାହରଣ :
ଏକ ସ୍ବତନ୍ତ୍ର ପଥରର ଗୁଣ୍ଡରୁ ସିମେଣ୍ଟ ମିଳେ
ସମକକ୍ଷ : ଗୁଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ପଦାର୍ଥଆଦିର ଚୂର୍ଣ୍ଣ ବା ଭଙ୍ଗା ଖଣ୍ଡ
ଉଦାହରଣ :
ନିମ୍ବର ପତ୍ରଗୁଡ଼ିକୁ ଶୁଖାଇ ଏବଂ ତାକୁ ଚୂର୍ଣ୍ଣକରି ଘାଆଆଦିରେ ଲଗାଯାଏ
ଅନ୍ୟ ଭାଷାରେ ଅନୁବାଦ :
A solid substance in the form of tiny loose particles. A solid that has been pulverized.
powder, pulverisation, pulverization