ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୁରମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୁରମା   ବିଶେଷ୍ୟ

ଅର୍ଥ : ରୁଟି ଛୋଟକରି ସେଥିରେ ଘିଅ ଓ ଚିନି ମିଶାଇ ପ୍ରସ୍ତୁତ ହେଉଥିବା ଏକ ଖାଦ୍ୟ ପଦାର୍ଥ

ଉଦାହରଣ : ମୋ ବାପାଙ୍କୁ ଚୁରମା ଭାରି ପସନ୍ଦ


ଅନ୍ୟ ଭାଷାରେ ଅନୁବାଦ :

रोटी या बाटी को कूटकर उसमें घी और चीनी मिलाकर बनाया हुआ एक खाद्य पदार्थ।

मेरे पिताजी को चूरमा बहुत पसंद है।
चूरमा, चूर्मा, मलीदा

A particular item of prepared food.

She prepared a special dish for dinner.
dish