ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୁମ୍ବକତ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୁମ୍ବକତ୍ୱ   ବିଶେଷ୍ୟ

ଅର୍ଥ : ଆକର୍ଷଣ ଶକ୍ତି

ଉଦାହରଣ : ପୃଥିବୀ ନିଜର ଚୁମ୍ବକତ୍ୱ ଯୋଗୁଁ ଉପରକୁ ଫିଙ୍ଗାଯାଉଥିବା ବସ୍ତୁକୁ ନିଜ ଆଡ଼କୁ ଟାଣିଆଣେ

ସମକକ୍ଷ : ଚୁଂବକତ୍ୱ


ଅନ୍ୟ ଭାଷାରେ ଅନୁବାଦ :

आकर्षण शक्ति।

पृथ्वी अपने चुंबकत्व से ऊपर फेंकी सभी वस्तुओं को अपनी ओर खींच लेती है।
चुंबकत्व, चुम्बकत्व

ଅର୍ଥ : ଚୁମ୍ବକର ଗୁଣ ବା ଧର୍ମ

ଉଦାହରଣ : ଘୋଡ଼ାର ନାଲରେ ଚୁମ୍ବକତ୍ୱର ଶକ୍ତି ରହିଥାଏ


ଅନ୍ୟ ଭାଷାରେ ଅନୁବାଦ :

चुंबक का गुण या भाव।

घोड़े की नाल मे चुम्बकत्व की शक्ति होती है।
चुंबकत्व, चुम्बकत्व