ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିମୁଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିମୁଟି   ବିଶେଷ୍ୟ

ଅର୍ଥ : ବୁଢ଼ା ଆଙ୍ଗୁଳି ଓ ବିଶି ଆଙ୍ଗୁଳିରେ କାହାରି ଶରୀରର ଚମଡ଼ାକୁ ଧରି ଚିପିବା କ୍ରିୟା ଯେଉଁଥିରେ ତାହାଙ୍କର କିଛି ପୀଡ଼ା ହୁଏ

ଉଦାହରଣ : ସେ ମୋତେ ଜୋରରେ ଚିମୁଟି ଦେଲା


ଅନ୍ୟ ଭାଷାରେ ଅନୁବାଦ :

अँगूठे और तर्जनी से किसी के शरीर का चमड़ा पकड़कर दबाने की क्रिया जिससे उसे कुछ पीड़ा हो।

उसकी चिकोटी से मेरे हाथ में ख़ून जम गया।
चिकोटी, चुकटी, चुटकी, चूँटी, बकोट, बकोटा

A squeeze with the fingers.

pinch, tweak