ଅର୍ଥ : ଏକ ପ୍ରକାର ଗଛ ଯାହାର ମଞ୍ଜି ବାଦାମ ଭଳି କିନ୍ତୁ ମାଟି ଭିତରେ ଫଳିଥାଏ
ଉଦାହରଣ :
ସେ ଚିନାବାଦାମକୁ ମୂଳରୁ ଉପାଡ଼ି ଦେଲା
ସମକକ୍ଷ : ଭୂଇଁ ଚଣା
ଅନ୍ୟ ଭାଷାରେ ଅନୁବାଦ :
Widely cultivated American plant cultivated in tropical and warm regions. Showy yellow flowers on stalks that bend over to the soil so that seed pods ripen underground.
arachis hypogaea, peanut, peanut vineଅର୍ଥ : ବାଦାମ ଭଳି ଏକ ଛୋଟ ଫଳ ଯାହା ମାଟି ତଳେ ହୋଇ ଥାଏ
ଉଦାହରଣ :
ସେ ଚିନାବାଦାମ ଖାଉଛି
ଅନ୍ୟ ଭାଷାରେ ଅନୁବାଦ :
बादाम की तरह की एक फली जो ज़मीन के अंदर होती है।
वह मूँगफली खा रहा है।Pod of the peanut vine containing usually 2 nuts or seeds. `groundnut' and `monkey nut' are British terms.
earthnut, goober, goober pea, groundnut, monkey nut, peanut