ଅର୍ଥ : ଯାହାର ବର୍ଣ୍ଣନା ହୋଇଛି
ଉଦାହରଣ :
ରାମାୟଣରେ ଭଗବାନ ରାମଙ୍କ ଚରିତ୍ର ବିଶେଷଭାବେ ବର୍ଣ୍ଣିତ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
Clearly characterized or delimited.
Lost in a maze of words both defined and undefined.ଅର୍ଥ : ଯାହା ଚିତ୍ରରେ ଅଙ୍କାଯାଇଛି
ଉଦାହରଣ :
କାନ୍ଥରେ ଚିତ୍ରିତ ପଶୁପକ୍ଷୀ ଜୀବନ୍ତ ଲାଗୁଥିଲେ
ଅନ୍ୟ ଭାଷାରେ ଅନୁବାଦ :