ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିତ୍ରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିତ୍ରା   ବିଶେଷ୍ୟ

ଅର୍ଥ : ଅର୍ଜୁନଙ୍କର ଜଣେ ସ୍ତ୍ରୀ

ଉଦାହରଣ : ସୁଭଦ୍ରା କୃଷ୍ଣ ଏବଂ ବଳରାମଙ୍କର ଭଉଣୀ ଥିଲେ

ସମକକ୍ଷ : ଭଦ୍ରା, ସାତ୍ୱତୀ, ସୁଭଦ୍ରା


ଅନ୍ୟ ଭାଷାରେ ଅନୁବାଦ :

अर्जुन की एक पत्नी।

सुभद्रा कृष्ण और बलराम की बहन थीं।
चित्रा, सात्वती, सुभद्रा

An imaginary being of myth or fable.

mythical being

ଅର୍ଥ : ଯେଉଁ ଛନ୍ଦର ପଞ୍ଚମ,ଅଷ୍ଟମ ଏବଂ ନବମ ମାତ୍ରା ଲଘୁ ଏବଂ ଅନ୍ତିମ ମାତ୍ରା ଗୁରୁ ହୋଇଥାଏ

ଉଦାହରଣ : ଚଞ୍ଚଳାର ପ୍ରତ୍ୟେକ ଚରଣରେ ଷୋହଳ ମାତ୍ରା ଥାଏ

ସମକକ୍ଷ : ଚଂଚଳା, ଚଞ୍ଚଳା, ବ୍ରହ୍ମରୂପକ


ଅନ୍ୟ ଭାଷାରେ ଅନୁବାଦ :

एक छंद जिसकी पाँचवीं, आठवीं और नौवीं मात्रा लघु एवं अंतिम मात्रा गुरु होती है।

चंचला के प्रत्येक चरण में सोलह मात्राएँ होती हैं।
चंचला, चित्रा, ब्रह्मरूपक

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ଜଣେ ଅପ୍ସରା

ଉଦାହରଣ : ଚିତ୍ରାର ବର୍ଣ୍ଣନା ପୁରାଣରେ ମିଳେ


ଅନ୍ୟ ଭାଷାରେ ଅନୁବାଦ :

एक अप्सरा।

चित्रा का वर्णन पुराणों में मिलता है।
चित्रा

(classical mythology) a minor nature goddess usually depicted as a beautiful maiden.

The ancient Greeks believed that nymphs inhabited forests and bodies of water.
nymph

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ ଯେଉଁଥିରେ ଷୋହଳଟି ବର୍ଣ୍ଣ ଥାଏ

ଉଦାହରଣ : ଚିତ୍ରାର ପ୍ରଥମ ତିନୋଟି ନଗଣ, ପୁନଶ୍ଚ ଦୁଇଟି ୟଗଣ ଥାଏ


ଅନ୍ୟ ଭାଷାରେ ଅନୁବାଦ :

एक वर्णवृत्त जिसमें सोलह वर्ण होते हैं।

चित्रा में पहले तीन नगण, फिर दो यगण होते हैं।
चित्रा

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ସତେଇଶ ନକ୍ଷତ୍ର ମଧ୍ୟରୁ ଗୋଟିଏ

ଉଦାହରଣ : ଚିତ୍ରା ଚନ୍ଦ୍ରର ପଥରେ ପଡ଼ୁଥିବା ଚତୁର୍ଦଶ ନକ୍ଷତ୍ର

ସମକକ୍ଷ : ଚିତ୍ରାନକ୍ଷତ୍ର


ଅନ୍ୟ ଭାଷାରେ ଅନୁବାଦ :

सत्ताईस नक्षत्रों में से एक।

चित्रा चन्द्रमा के पथ पर पड़नेवाला चौदहवाँ नक्षत्र है।
चित्रा, चित्रा नक्षत्र, त्वाष्ट्र, त्वाष्ट्री

ଅର୍ଥ : ଚନ୍ଦ୍ରମା ଚିତ୍ରା ନକ୍ଷତ୍ରରେ ଥିବା ସମୟ

ଉଦାହରଣ : ସ୍ୱାତୀର ଜନ୍ମ ଚିତ୍ରା ନକ୍ଷତ୍ରରେ ହୋଇଥିଲା

ସମକକ୍ଷ : ଚିତ୍ରା ନକ୍ଷତ୍ର


ଅନ୍ୟ ଭାଷାରେ ଅନୁବାଦ :

वह काल जब चंद्रमा चित्रा नक्षत्र में होता है।

स्वाति का जन्म चित्रा नक्षत्र में हुआ है।
चित्रा, चित्रा नक्षत्र, त्वाष्ट्र, त्वाष्ट्री

ଅର୍ଥ : ଗୋଟିଏ ରାଗିଣୀ

ଉଦାହରଣ : ଚିତ୍ରା ରାଗିଣୀ ଭୈରବ ରାଗର ସହଚରୀ

ସମକକ୍ଷ : ଚିତ୍ରା ରାଗିଣୀ


ଅନ୍ୟ ଭାଷାରେ ଅନୁବାଦ :

एक रागिनी।

चित्रा भैरव राग की सहचरी मानी जाती है।
चित्रा, चित्रा रागिनी

Any of various fixed orders of the various diatonic notes within an octave.

mode, musical mode