ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିତ୍ରଶାଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିତ୍ରଶାଳା   ବିଶେଷ୍ୟ

ଅର୍ଥ : ଦର୍ଶକମାନଙ୍କୁ ଦେଖାଇବାପାଇଁ ବହୁତଗୁଡ଼େ ଚିତ୍ର ଲଗାଯାଇଥିବା ସ୍ଥାନ

ଉଦାହରଣ : ଚିତ୍ରଶାଳାରେ ଯାମିନୀ ରାୟଙ୍କ ଚିତ୍ରଗୁଡ଼ିକର ପ୍ରଦର୍ଶନୀ ହେଉଛି


ଅନ୍ୟ ଭାଷାରେ ଅନୁବାଦ :

वह स्थान जहाँ बहुत सारे चित्र दर्शकों के देखने के लिए लगाये गये हों।

चित्रशाला में यामिनी राय के चित्रों की प्रदर्शनी लगी है।
चित्रशाला, चित्रसारी

A room or series of rooms where works of art are exhibited.

art gallery, gallery, picture gallery

ଅର୍ଥ : ଯେଉଁ ଶୃଙ୍ଖଳାବଦ୍ଧ କୋଠରୀରେ କଳାକୃତିର ପ୍ରଦର୍ଶନ କରାଯାଏ

ଉଦାହରଣ : ଚିତ୍ରଶାଳାରେ ଅନେକ ଚିତ୍ର ପ୍ରଦର୍ଶିତ ହୋଇଛି

ସମକକ୍ଷ : ଆର୍ଟ୍ ଗ୍ୟାଲେରୀ


ଅନ୍ୟ ଭାଷାରେ ଅନୁବାଦ :

वह स्थान, कमरा या शृंखलावद्ध कमरे जहाँ कलाकारी का प्रदर्शन किया जाता है।

कला वीथी में बहुत सारे चित्र प्रदर्शित हैं।
आर्ट गैलरी, कला दीर्घा, कला वीथी, कला-दीर्घा, कलादीर्घा

A room or series of rooms where works of art are exhibited.

art gallery, gallery, picture gallery