ଅର୍ଥ : ଯେ ରୋଗର ଚିକିତ୍ସା କରେ
ଉଦାହରଣ :
ଚିକିତ୍ସକ ରୋଗୀଙ୍କ ନିମନ୍ତେ ଭଗବାନ ହୋଇଥାନ୍ତି
ସମକକ୍ଷ : ଚିକିତ୍ସାବିଜ୍ଞାନୀ, ଚିକିତ୍ସାଶାସ୍ତ୍ରୀ, ଡାକ୍ତର
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जो रोगों की चिकित्सा करता है।
चिकित्सक रोगियों के लिए भगवान होते हैं।