ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିଁ ଚିଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିଁ ଚିଁ   ବିଶେଷ୍ୟ

ଅର୍ଥ : ଛୋଟଛୋଟ ପକ୍ଷୀଙ୍କର ରାବିବାର ଶବ୍ଦ

ଉଦାହରଣ : ଚଢ଼େଇବସାରେ ଚଢ଼େଇଟିର ଛୁଆମାନେ ଚିଁ ଚିଁ କରୁଛନ୍ତି

ସମକକ୍ଷ : କାକଳୀ, ଚୁଁ ଚୁଁ


ଅନ୍ୟ ଭାଷାରେ ଅନୁବାଦ :

छोटी चिड़ियों के बोलने का शब्द।

घोंसले में चिड़िया के बच्चे चूँ चूँ कर रहे हैं।
चूँ, चूँ चाँ, चूँ चूँ, चूँचूँ

A weak chirping sound as of a small bird.

tweet