ଅର୍ଥ : ଚା’ ଗଛଗୁଡ଼ିକର ଶୁଖିଲା ପତ୍ର ଯାହାକୁ ପାଣିରେ ମିଶାଇ ଏକ ପ୍ରସିଦ୍ଧ ପାନୀୟ ତିଆରି କରାଯାଏ
ଉଦାହରଣ :
ସେ ଦୋକାନରୁ ଏକ କିଲୋ ଚା’ ପତ୍ର କିଣିଲା
ସମକକ୍ଷ :
ଚା’
ଅନ୍ୟ ଭାଷାରେ ଅନୁବାଦ :
चाय के पौधों की सूखी पत्तियाँ जिन्हें पानी में डालकर एक प्रसिद्ध पेय बनाते हैं।
उसने दुकान से एक किलो चाय पत्ती खरीदी।
चाय,
चाय पत्ती